ଚତୁର୍ଦଶ Chaturdaṡa

  • ସଂ. ବି. (ମ. ପ. ଲୋ କର୍ମଧାରୟ; ଚତୁଃ ଅଧିକ ଦଶ) — ଚଉଦ; 14 — ଚଉଦ;14—14; Fourteen
  • ବିଣ — 14 ସଂଖ୍ୟକ — 4ସଂଖ୍ୟକ— . Numbering 4
  • ବିଣ — 14 ର ପୂରଣ — 14ର ପୂରଣ—. Fourteenth
  • ଦେ. ବି. — ଚଉଦ ବ୍ରହ୍ମାଣ୍ଡ — The 14 worlds
  • ଦେ. ବି. — ତୋର ଅଧୀନ ଚତୁର୍ଦ୍ଦଶ, ତୁ ହୋଇ ଯେଉଁ ଭାବେ ବଶ। ଭୂପତି, ପ୍ରେମପଞ୍ଚାମୃତ।