ଚତୁର୍ଥୀକ୍ରିୟା Chaturthīkriyā

  • ସଂ. ବି. — ପିତାମାତାଙ୍କ ମୃତ୍ୟୁର 4 ର୍ଥ ଦିବସରେ ବିବାହିତା କନ୍ୟାକର୍ତ୍ତୃକ କରଣୀୟ ଶ୍ରାଦ୍ଧ — ପିତାମାତାଙ୍କ ମୃତ୍ୟୁର4ର୍ଥ ଦିବସରେ ବିବାହିତା କନ୍ୟାକର୍ତ୍ତୃକ କରଣୀୟ ଶ୍ରାଦ୍ଧ— The Sraddha ceremony performed on the 4th day of a parent's death by the married daughter