ଚକ୍ରବାଳ Chakrabāḻa
- ସଂ. ବି.—(ଚକ୍ର+ଦେଶ ସମୂହ+ବଳ ବେଷ୍ଟନ ବା ଆବରଣ କରିବା+ର୍ତ୍ତୃ. ଅ) — ଦିଗ୍ବଳୟ; ଦିଙ୍ମଣ୍ତଳ — Horizon
- ସଂ. ବି.—(ଚକ୍ର+ଦେଶ ସମୂହ+ବଳ ବେଷ୍ଟନ ବା ଆବରଣ କରିବା+ର୍ତ୍ତୃ. ଅ) — [ଦ୍ର—କୌଣସି ସ୍ଥାନରେ ଠିଆ ହୋଇ ଚାରିଆଡ଼କୁ ଚାହିଁଲେ ଯେଉଁଠାରେ ପୃଥିବୀ ଓ ଆକାଶ ମିଶିଲା ପରି ଦେଖାଯାଏ ସେହି ଚକ୍ରାକାର ରେଖା।]
- ସଂ. ବି.—(ଚକ୍ର+ଦେଶ ସମୂହ+ବଳ ବେଷ୍ଟନ ବା ଆବରଣ କରିବା+ର୍ତ୍ତୃ. ଅ) — ଚକ୍ରବାକ ପକ୍ଷୀ — Ruddy goose
- ସଂ. ବି.—(ଚକ୍ର+ଦେଶ ସମୂହ+ବଳ ବେଷ୍ଟନ ବା ଆବରଣ କରିବା+ର୍ତ୍ତୃ. ଅ) — ଲୋକାଲୋକ ପର୍ବତ; ପୃଥିବୀକୁ ଘେରିଥିବା ପୌରାଣିକ ପର୍ବତ — The imaginary mountain on the horizon encircling the globe; the fabulous range of mountains encircling the earth
- ସଂ. ବି.—(ଚକ୍ର+ଦେଶ ସମୂହ+ବଳ ବେଷ୍ଟନ ବା ଆବରଣ କରିବା+ର୍ତ୍ତୃ. ଅ) — ପୁଞ୍ଜ; ଦଳ; ରାଶି; ସମୂହ — Mass; multitude; group
- ଦେ. ବିଣ — ମଣ୍ତଳାକାର — Circular
- ଦେ. ବିଣ — କରେ କର ଦେଇ ଚକ୍ରବାଳ ହୋଇ କମଳୁଁ କମଳ ତୋଳନ୍ତି। ଦୀନକୃଷ୍ଣ, ରସକଲ୍ଲୋଳ।