ଚକ୍ରବୁଲା Chakrabulā

  • ଦେ. ବି — ଶୋଭାଯାତ୍ରାପୂର୍ବକ ଚକ୍ରବୁଲା ଏକାଦଶୀ ଦିନ ଜଗନ୍ନାଥଙ୍କ ସୁଦର୍ଶନ ଚକ୍ରକୁ ପୁରୀର ସାତ ସାଇରେ ବୁଲାଇବାରୂପ ଉତ୍ସବ — The festival of taking the discus of Jagannatha throughout the town of Puri in the month of Ṡrābaṇa