ଚକ୍ରବାନ୍ Chakrabān

  • ସଂ. ବିଣ (ଚକ୍ର+ବତ୍ 1 ମା. 1 ବ.) — ଚକ୍ରଧର — Armed with discus
  • ସଂ. ବିଣ (ଚକ୍ର+ବତ୍ 1 ମା. 1 ବ.) — ଯାହାର ଚକ୍ର ଥାଏ; ଚକ୍ରବିଶିଷ୍ଟ — Wheeled
  • ସଂ. ବିଣ (ଚକ୍ର+ବତ୍ 1 ମା. 1 ବ.) — ଗୋଲାକାର — Round; circular
  • ସଂ. ବି. — ତେଲି — Oilman
  • ସଂ. ବି. — ସମ୍ରାଟ — Emperor
  • ସଂ. ବି. — ବିଷ୍ଣୁ — A name of a Bishṇu
  • ସଂ. ବି. — ପୌରାଣିକ ପର୍ବତବିଶେଷ (ହି. ଶବ୍ଦସାଗର) — Name of a legendary mountain
  • ସଂ. ବି. — [ଦ୍ର—ଏହି ପର୍ବତରେ ବିଷ୍ଣୁ ହୟଗ୍ରୀବ ଓ ପଞ୍ଚଜନ ଦୈତ୍ୟ— ଦ୍ୱୟଙ୍କୁ ବଧ କରି ସେମାନଙ୍କଠାରୁ ଯଥାକ୍ରମେ ଚକ୍ର ଓ ଶଙ୍ଖ ଆୟୁଧ ଆଣିଥିଲେ।]