ଚକ୍ରବୁଲା ଏକାଦଶୀ Chakrabulā ekādaṡī

  • ଦେ. ବି — ଶ୍ରାବଣ କୃଷ୍ଣ ଏକାଦଶୀ — The 11th day of the dark fortnight of the month of Ṡrābaṅa
  • ଦେ. ବି — [ଦ୍ର—ଏ ଦିନ ଜଗନ୍ନାଥଙ୍କ ପ୍ରତିନିଧିସ୍ୱରୂପ ସୁଦର୍ଶନଚକ୍ରକୁ ବିମାନରେ ପୁରୀର ସାତ ସାହିରେ ବୁଲାଯାଏ।]