ଚଉପାଢ଼ୀ Chaupāṟḍ̠ẖī
- ଦେ. ବି. (ସଂ. ଚତୁଷ୍ପାଠୀ; ଯେଉଁଠାରେ 4 ବେଦ ଆଧ୍ୟାପନା କରାଯାଉଥିଲା) — ଗ୍ରାମ୍ୟବିଦ୍ୟାଳୟ; ପାଠଶାଳା — A village-school
- ଦେ. ବି. (ସଂ. ଚତୁଷ୍ପାଠୀ; ଯେଉଁଠାରେ 4 ବେଦ ଆଧ୍ୟାପନା କରାଯାଉଥିଲା) — ସଂସ୍କୃତ ପାଠାଶାଳା; ଟୋଲ — Tol; a school for teaching Sanskrit free of charge
- ଦେ. ବି. (ସଂ. ଚତୁଷ୍ପାଠୀ; ଯେଉଁଠାରେ 4 ବେଦ ଆଧ୍ୟାପନା କରାଯାଉଥିଲା) — ଉପରେ ଛାତ ବା ଛପର ଥିବା କିନ୍ତୁ ଚାରିଆଡ଼େ ଖୋଲା ଥିବା ବୈଠକ ଘର — A roofed hall open on all sides and used as a sitting room
- ଦେ. ବି. (ସଂ. ଚତୁଷ୍ପାଠୀ; ଯେଉଁଠାରେ 4 ବେଦ ଆଧ୍ୟାପନା କରାଯାଉଥିଲା) — ଚତୁର୍ଦ୍ୱାରଯୁକ୍ତ ମଣ୍ଡପ — A pavillion or square hall with doors