ଚଉପିଠି ଖରଚ Chaupiṭhik haracha

  • ଦେ. ବି (ପ୍ରଥମ ପକ୍ଷର ଯିବା ଏକପିଠି ଆସିବା ଏକ ପିଠି, 2 ୟ ପକ୍ଷର ଯିବା ଏକ ପିଠି ଓ ଆସିବା ଏକ ପିଠି, ଏପରି 4 ପିଠି ବା ଥର) — ବିବାହ ଓ ମକଦମା ଆଦି ଉପଲକ୍ଷେ ଉଭୟ ଯିବାର ଓ ଆସିବାର ସମସ୍ତ ଖରଚ — All the expenses of both parties for coming and going; entire travelling expenses of the two parties (in a case or marriage)