ଚଉପାୟା Chaupāyā

  • ଦେ. ବି. (ସଂ. ଚତୁଷ୍ପାଦ; ଚତୁଷ୍ପଦ) — ଚାରିଗୋଡ଼ିଆ ଛୋଟ ହାଲୁକା ଖଟ; ଖଟିଆ — A small portable bedstead with four legs
  • ଦେ. ବିଣ — ଯାହାର ଚାରିଟି ଗୋଡ଼ ଅଛି — Four-legged