ଚଉପିଠିଆ Chaupiṭhiā
- ଦେ. ବିଣ — ଯେଉଁ ପଶୁ ସବୁପ୍ରକାର ( 4 ପ୍ରକାର) ଭାର ବୋହିବାରେ ଅଭ୍ୟସ୍ତ — ଯେଉଁ ପଶୁ ସବୁପ୍ରକାର (4ପ୍ରକାର) ଭାର ବୋହିବାରେ ଅଭ୍ୟସ୍ତ—. (beast of burden or animal) Habituated to do all sorts of work; dexterous in all sorts of work
- ଦେ. ବିଣ — [ଦ୍ର—କେତେକ ବଳଦ, ଘୋଡ଼ା ପ୍ରଭୁତି ଶଗଡ଼, ହଳ, ଲଦନ ଓ ଘଣା ଟାଣିବାକୁ ଅଭ୍ୟସ୍ତ ହୋଇଥାନ୍ତି।]
- ଦେ. ବିଣ — (ଲକ୍ଷଣାର୍ଥ) ଚଉକସ୍; ଯେଉଁ ବ୍ଯକ୍ତି ସବୁ କାର୍ଯ୍ୟ (କାୟିକ ଓ ମାନସିକ) ରେ ପାରଙ୍ଗମ — (Figurative) Strong on all sides; all round; clever at everything (manual and intellectual work)
- ଦେ. ବିଣ — (ଲକ୍ଷଣାର୍ଥ) ସବୁପ୍ରକାର କାର୍ଯ୍ୟ କରିବାରେ ଅଭ୍ୟସ୍ତ — (Figurative) Thoroughly qualified