ଚଉତରା Chautarā
- ଦେ. ବି. (ସଂ. ଚତ୍ୱର; ଚତ୍ୱାଳ) — ଚାନ୍ଦିନୀ; ବସିବା— ପାଇଁ ପ୍ରସ୍ତୁତ ମେଲା ଚତୁଷ୍କୋଣ ପୀଠ — A raised pucca square platform
- ଦେ. ବି. (ସଂ. ଚତ୍ୱର; ଚତ୍ୱାଳ) — ପକ୍କା ତୁଳସୀଚଉରା — A raised puppa platform to plant the Holy Basil plant
- ଦେ. ବି. (ସଂ. ଚତ୍ୱର; ଚତ୍ୱାଳ) — ଚୌବଚ୍ଚା; ଗୃହସ୍ଥର ବ୍ଯବହାରୀୟ ଜଳ ସଂଗ୍ରହ କରି ରଖିବା ନିମନ୍ତେ ପ୍ରସ୍ତୁତ ଚତୁଷ୍କୋଣ ଜଳକୁଣ୍ଡ — A square reserevoir to store water for daily household use or consumption