ଚଉତା ଚଉତି Chautā chauti

  • ଦେ. ବି. (ସଂ. ଚତୁଷ୍ପୁଟ) — (ଲୁଗାକୁ) ଚାରିଭାଙ୍ଗରେ ଉତ୍ତମରୂପେ ଭାଙ୍ଗିବା — Folding (cloth) into four folds
  • ଦେ. ବିଣ — ଚାରିଭାଙ୍ଗ ହୋଇ ଉତ୍ତମରୂପେ ଭଙ୍ଗା ହୋଇଥିବା — Nicely folded into four