ଚଉତରଫ Chautaraph

  • ଦେ. ବି. — ଚାରି ଦିଗ — Four sides
  • ଦେ. କ୍ରି. ବିଣ — ଚାରିଦିଗରେ — On four sides
  • ଦେ. କ୍ରି. ବିଣ — ସର୍ବତ୍ର; ସବୁଠାରେ — Throughout