ଚଉତାରି Chautāri

  • ଦେ. ବିଣ. (ସଂ. ଚତ୍ୱର) — ବହୁ ଚତୁଷ୍କ ଆକାରରେ ବୁଣା ହୋଇଥିବା (ଲୁଗା) — (cloth) Woven into squares
  • ଦେ. ବିଣ. (ସଂ. ଚତ୍ୱର) — ନିକଟବର୍ତ୍ତୀ ଦୁଇଦୁଇ ସୂତାରେ ଏକତ୍ର ବୁଣା ଯାଇଥିବା (ମଶିଣା) — (mat) Woven with strings at a time