ଚଉଗୁଣ Chaturguṇa

  • ଦେ. ବିଣ. (ସଂ. ଚତୁର୍ଗୁଣ; ପ୍ରା. ଚଉଗୁଣ) — ଚାରିଗୁଣା; ଚତୁର୍ଗୁଣ; ମୂଳ ସଂଖ୍ୟାକୁ ଚାରିରେ ଗୁଣିଲେ ଯାହା ହେବ ସେହି ପରିମିତ — Fourtimes as much; qurdrupled