ଚଉଗୋଡ଼ିଆ Chaugoṟḍ̠iā
- ଦେ. ବିଣ — ଚାରି ପାଦବିଶିଷ୍ଟ; ଚତୁଷ୍ପଦ — Having four legs; quadruped
- ଦେ. ବି — ଉଚ୍ଚ ଛାତ ଓ କାନ୍ଥ ଆଦିକୁ ଝାଡ଼ିବା ବା ଚୂନ ସଫେଦି କରିବା ବ୍ଯକ୍ତି ଚଢ଼ିବା ପାଇଁ 4 ଟି ଗୋଡ଼ ଲଗା ଯାଇ ଥିବା ଉଚ୍ଚ କାଠର ଘୋଡ଼ଚି — ଉଚ୍ଚ ଛାତ ଓ କାନ୍ଥ ଆଦିକୁ ଝାଡ଼ିବା ବା ଚୂନ ସଫେଦି କରିବା ବ୍ଯକ୍ତି ଚଢ଼ିବା ପାଇଁ4ଟି ଗୋଡ଼ ଲଗା ଯାଇ ଥିବା ଉଚ୍ଚ କାଠର ଘୋଡ଼ଚି— A tall stool used by persons cleasing or whitewashing high roofs or walls