ଚଉଖୁଣ୍ଟିଆ Chaukhuṇṭiā

  • ଦେ. ବିଣ — ଚାରି ଗୋଟି ଖୁଣ୍ଟବିଶିଷ୍ଟ — Having four pillars to support it
  • ଦେ. ବିଣ — ଚତୁଷ୍କୋଣ; ଚାରିକୋଣିଆ — Quadrangular
  • ଦେ. ବିଣ — ସମଚତୁଷ୍କୋଣ — Square
  • ଦେ. ବିଣ — ଚଉଖୁଣ୍ଟିଆ ସେ ପୁର ହୋଇଛି ନିର୍ମାଣ। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।