ଚଉଛକି Chauchhaki

  • ଦେ. ବି. — ଚଉରାସ୍ତା (ଦେଖ) — Chaurāstā (See)
  • ଦେ. ବିଣ. — ଯେଉଁ ରାସ୍ତା ଚାରି ରାସ୍ତାର ମିଳନ ସ୍ଥଳ ବା ଛକରୁ ବାହାରି ଅଛି — (a road) Which comes out of the meeting place of 2 croos-roads