ଘୁମୁସର Ghumusara

  • ଦେ. ବି — ଗଞ୍ଜାମ ଜିଲାର ଗୋଟିଏ ବନ୍ୟ ରାଜ୍ୟ — A non-regulated state in the district of Gan̄jām
  • ଦେ. ବି — ବରହିବଂଶେ ଉତ୍ତବ ନୃପ ଧନଞ୍ଜୟ ବିଶିଷ୍ଟେ ଘୁମୁସର ଅଧିପ ଗୁଣାଳୟ—ଭଞ୍ଜ. ବୈଦେହୀଶବିଳାସ।
  • ଦେ. ବି — [ଦ୍ର—ଏହି ରାଜ୍ୟର ରାଜାମାନଙ୍କର 'ଭଞ୍ଜ' ଉପାଧି। ଏମାନେ ପୁର୍ବେ ଉତ୍କଳ ଗଜପତିଙ୍କର କରଦ ଓ ମିତ୍ରରାଜାରୂପେ ଥାଇ ଯୁଦ୍ଧ ସମୟରେ ସୈନ୍ୟସାମନ୍ତ ଓ ଯୁଦ୍ଧୋପକରଣ ଯୋଗାଉଥିଲେ। ଘୁମୁସର ଉପେନ୍ଦ୍ରଭଞ୍ଜଙ୍କ ମାତୃଭୁମି ଥିଲା—କୃପାସିନ୍ଧୁ. ଇତିହାସ।]