ଘୁରଣ Ghuraṇa

  • ସଂ. ବି — ଘୁଡ଼ୁଘୁଡ଼ୁ ଶବ୍ଦ — Gurgling sound
  • ଦେ. ବି. (ସଂ. ଘୁର୍ଣ୍ଣନ) — ଘୁର୍ଣ୍ଣନ; ଚକ୍ରାକାରରେ ଗତି କରିବା — Whirling; revolving; reeling
  • ଦେ. ବି. (ସଂ. ଘୁର୍ଣ୍ଣନ) — ବୁଲିବା — Travelling; walking round