ଘୁରଘୁର Ghura ghura

  • ଦେ. ଅ. (ଧ୍ୱନ୍ୟନୁକରଣ) — ଘୁଡ଼ୁଘୁଡ଼ୁ (ଦେଖ) — Ghuṟḍ̠u ghuṟḍ̠u (See)
  • ଦେ. ଅ. (ଧ୍ୱନ୍ୟନୁକରଣ) — କଣ୍ଠ ହୁଅଇ ଘୁର ଘୁର ବଚନ ନୁହଇ ବାହାର। ଜଗନ୍ନାଥ. ଭାଗବତ।