ଘରନିଆଁ Ghara niāñ

  • ଦେ. ବି — ଗୃହମଧ୍ୟସ୍ଥ ଅଗ୍ନି — Fire in the house
  • ଦେ. ବି — ଗୃହରେ ଜାତ ହୋଇଥିବା ଅଗ୍ନି — Fire originating from one's house
  • ଦେ. ବି — ଗୃହଚ୍ଛିଦ୍ର — Family-secrets
  • ଦେ. ବି — ଘରନିଆଁ ବୋଲି ଅଣ୍ଟିରେ ପୂରାଇବା—ଢଗ।