ଘରଣୀ Gharaṇī

  • ସଂ. ବି. ସ୍ତ୍ରୀ (ଘର+ଇନ୍+ସ୍ତ୍ରୀ. ଈ.)—(ତୁଳ. ବଂ. ଗିନ୍ନୀ; ହି. ଘରନୀ) ଗୃହକର୍ତ୍ତା — Mistress of a house; housewife
  • ସଂ. ବି. ସ୍ତ୍ରୀ (ଘର+ଇନ୍+ସ୍ତ୍ରୀ. ଈ.)—(ତୁଳ. ବଂ. ଗିନ୍ନୀ; ହି. ଘରନୀ) ସ୍ତ୍ରୀ; ଭାର୍ଯ୍ୟା — Wife
  • ସଂ. ବି. ସ୍ତ୍ରୀ (ଘର+ଇନ୍+ସ୍ତ୍ରୀ. ଈ.)—(ତୁଳ. ବଂ. ଗିନ୍ନୀ; ହି. ଘରନୀ) ଆତ୍ମବିସ୍ମୃତିରୁ ସଚକିତେ ଉଠି କହିଲେ ନୃପଘରଣୀ— ରାଧାନାଥ—ପାର୍ବତୀ।