ଘରତଳି Gharataḻi

  • ଦେ. ବି — ଯେଉଁ ଜମି ଉପରେ ଘର ତୋଳା ହୋଇଥାଏ — Site of a house
  • ଦେ. ବି — ଗୃହସଂଲଗ୍ନ ଜମି; ଘରବାଡ଼ି — Homestead land
  • ଦେ. ବି — ଘରର ଚଟାଣ — Floor of a house