ଘରଟ୍ଟ Gharaṭṭa

  • ସଂ. ବି—(ଘର=ଧ୍ୱନିବିଶେଷ+ଅଟ୍ଟ ଧାତୁ=ଗମନ କରିବା+ କର୍ତ୍ତୃ. ଅ; ଯାହା ଘର୍ଘର୍ ଶବ୍ଦ କରି ଚାଳିତ ହୁଏ) — ଚକି; ଘୋରଣାଯନ୍ତ୍ର — Millstone; grindstone