ଘନୀଭୂତ Ghanībhūta
- ସଂ. ବିଣ. [ଘନ+ଅଭୂତ ତଦ୍ଭାବେ ଚ୍ୱି (ଈ)+ଭୂତ] — କେନ୍ଦ୍ରୀଭୂତ — Centred
- ସଂ. ବିଣ. [ଘନ+ଅଭୂତ ତଦ୍ଭାବେ ଚ୍ୱି (ଈ)+ଭୂତ] — ସାନ୍ଦ୍ରୀଭୂତ — Densified
- ସଂ. ବିଣ. [ଘନ+ଅଭୂତ ତଦ୍ଭାବେ ଚ୍ୱି (ଈ)+ଭୂତ] — ଯାହା ପୂର୍ବେ ତରଳ ଥିଲା ବର୍ତ୍ତମାନ ଘନ ବା କଠିନ ହୋଇଅଛି — Frozen; condensed
- ସଂ. ବିଣ. [ଘନ+ଅଭୂତ ତଦ୍ଭାବେ ଚ୍ୱି (ଈ)+ଭୂତ] — ଦୃଢ଼ୀଭୂତ; ଯାହା ପୂର୍ବେ କୋମଳ ଥିଲା ବର୍ତ୍ତମାନ ଟାଣ ହୋଇଅଛି — Hardened; srtengthened
- ସଂ. ବିଣ. [ଘନ+ଅଭୂତ ତଦ୍ଭାବେ ଚ୍ୱି (ଈ)+ଭୂତ] — ଗଭୀର କରାଯାଇ ଥିବା — Deepened
- ସଂ. ବିଣ. [ଘନ+ଅଭୂତ ତଦ୍ଭାବେ ଚ୍ୱି (ଈ)+ଭୂତ] — ପୂର୍ବ ଅପେକ୍ଷା ବେଶି ବଢ଼ିଥିବା — Intensified