ଘନୀକୃତ Ghanīkṛuta

  • ସଂ. ବିଣ. [ଘନ+ଅଭୂତ ତଦ୍ଭାବେ ଚ୍ୱି (ଈ)+କୃତ] — ଯାହାକୁ ଘନ କରାଯାଇ ଅଛି — Thickened; densified; made compact; condensed
  • ସଂ. ବିଣ. [ଘନ+ଅଭୂତ ତଦ୍ଭାବେ ଚ୍ୱି (ଈ)+କୃତ] — ଦୃଢ଼ୀକୃତ — Hardened