ଘନାୟମାନ Ghanāyamāna

  • ସଂ. ବିଣ. (ଘନ ଶବ୍ଦରୁ ନାମ ଧାତୁ ଘନାୟ+କର୍ତ୍ତ. ଆନ) — ଯାହା ଘନ ହୋଇ ଆସୁଅଛି — Deepening; thickening
  • ସଂ. ବିଣ. (ଘନ ଶବ୍ଦରୁ ନାମ ଧାତୁ ଘନାୟ+କର୍ତ୍ତ. ଆନ) — ସଂଖ୍ୟାରେ ବୃଦ୍ଧି ପାଉଥିବା — Increasing in number