ଘନାମ୍ବୁ Ghanāmbu

  • ସଂ. ବି. ( 6 ଷ୍ଠୀ ତତ୍; ଘନ+ଅମ୍ବୁ) — ବର୍ଷାପାଣି — Rain-water
  • ସଂ. ବି. ( 6 ଷ୍ଠୀ ତତ୍; ଘନ+ଅମ୍ବୁ) — ବର୍ଷା — Rain