ଘନକେଶ Ghanakeṡa

  • ସଂ. ବି (କର୍ମଧା; ଘନ+କେଶ) — ନିବିଡ଼ କେଶ; ଗହବା ବାଳ — Dense hair; thick set hair
  • ସଂ. ବିଣ. ପୁଂ. (ବହୁବ୍ରୀହି; ଘନ+କେଶ) — ନିବିଡ଼ କେଶଯୁକ୍ତ — Dense-haired (male)