ଘନକୁନ୍ତଳା Ghanakuntaḻā

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ଘନ+କୁନ୍ତଳ+ଆ) — ଯେଉଁ ସ୍ତ୍ରୀର ମୁଣ୍ଡରେ ମେଘ ପରି ଗାଢ଼ କୃଷ୍ଣବର୍ଣ୍ଣ କେଶ ଅଛି — (a woman) Having deep black hair on the head like the clouds
  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ଘନ+କୁନ୍ତଳ+ଆ) — ଯାହା ମୁଣ୍ଡରେ କେଶ ଘନ ବା ନିବିଡ଼; ଯାହାର ଗହବା ବାଳ — Having a dense mass of hair on the head