ଘନକଫ Ghanakapha

  • ସଂ. ବି (ଘନ+କଫ; କର୍ମଧାରୟ) — ଗାଢ଼ ଶ୍ଳେଷ୍ମା — Thickened phlegm
  • ସଂ. ବି (ଘନ+କଫ; କର୍ମଧାରୟ) — ( 6 ଷ୍ଠୀ ତତ୍) କୁଆପଥର — (6ଷ୍ଠୀ ତତ୍) କୁଆପଥର—. Hail-stone