ଘନକ୍ଷେତ୍ର Ghanakshetra

  • ସଂ. ବି. (କର୍ମଧା; ଘନ+କ୍ଷେତ୍ର) — (ଜ୍ୟାମିତି) ଯେଉଁ କ୍ଷେତ୍ରର ଦୈର୍ଘ୍ୟ, ପ୍ରସ୍ଥ ଓ ବେଧ ଅଛି — (geometry) A cubical figure; a figure having length, breadth and thickness
  • ସଂ. ବି. (କର୍ମଧା; ଘନ+କ୍ଷେତ୍ର) — ଯେଉଁ ବସ୍ତୁର ଏକାଧିକ ତଳ ଥାଏ — A solid thing
  • ସଂ. ବି. (କର୍ମଧା; ଘନ+କ୍ଷେତ୍ର) — (ଜ୍ୟାମିତି) ଯେଉଁ କ୍ଷେତ୍ରରେ ଦୈର୍ଘ୍ୟ, ପ୍ରସ୍ଥ ଓ ବେଧ ସମାନ — (geometry) A figure having equel length, breadth and thickness