ଗଡ଼ିବତା Gaṟḍ̠ibatā

  • ଦେ. ବି — ଯେଉଁ ଫାଳିଆ ବାଉଁଶ ଦିଆଯାଇ ଛପରର ଗଡ଼ିର ନିମ୍ନଭାଗ ଚାଳର ରୁଅ ଆଦି ସଙ୍ଗେ ବନ୍ଧା ହୋଇ ଲାଗି ରହେ ଅର୍ଥାତ୍ ଉଲରି ଯାଏ ନାହିଁ; ଗରିବତା — Split bamboo put on the thatch to keep a belt of the thatch tight to the frame