ଗଡ଼ିଏ Gaṟḍ̠ie

  • ଦେ. ବି ଓ ବିଣ. (ଅଦରାର୍ଥ) — ଏକଗଡ଼ ମାତ୍ର; ଗଡ଼େ — One piece or bit only
  • ପ୍ରାଦେ. (ପୁରୀ) ବି ଓ ବିଣ — ଏକ ଗାଡ଼ି ପରିମିତ — One cart-load of a thing