ଗଡ଼ିଆ Gaṟḍ̠iā

  • ଦେ. ବି (ସଂ. ଗଡ଼ ଧାତୁ) — କ୍ଷୁଦ୍ର ପୁଷ୍କରଣୀ — Small tank
  • ଦେ. ବି (ସଂ. ଗଡ଼ ଧାତୁ) — [ଦ୍ର— ଗଡ଼ିଆରେ ହଜାଇ ପୋଖରୀରେ ଖୋଜିବା ନ୍ଯାୟ; କୋଣସି ବସ୍ତୁକୁ ଏକ ସ୍ଥାନରେ ପକାଇ ଅନ୍ଯ ସ୍ଥାନରେ ତଲାସ କଲେ ଏ ନ୍ଯାୟର ଉପମା ଦିଆଯାଏ।]
  • ଦେ. ବି (ସଂ. ଗଡ଼ ଧାତୁ) — ଗଡ଼ଜାତିଆ ଲୋକ; ଗଡ଼ୁଆ — Man of the Gurjats
  • ଦେ. ବି (ସଂ. ଗଡ଼ ଧାତୁ) — (ସଂ. ଗଡ଼ି=ମଠୁଆ ବଳଦ)— ଯେଉଁ ବଳଦ ବା ଶଗଡ଼ରେ ଯୋଚା ହେଲେ ଭୂଇଁରେ ଶୋଇ ପଡ଼େ ଓ ଗଡ଼େ (ଚାଲେ ନାହିଁ) — 4. A bullock which has the habit of lying down on the ground when yoked to a cart or plough
  • ପ୍ରାଦେ. (ବାଲେଶ୍ୱର) ବି — ବଡ଼ ମାକଡ଼ସା — Big spider
  • ଦେ. ବିଣ — ଗଡ଼ଜାତିଆ; ଗଡ଼ୁଆ — Belonging to the Gurjats
  • ଦେ. ବିଣ — ଗଡ଼ ସମ୍ବନ୍ଧୀୟ — Pertaining to a fort