ଗଡ଼ିଶା Gaṟḍ̠iṡā
- ଦେ. ବି. (ସଂ. ଗଡ଼କ) — ଶେଉଳ ଜାତୀୟ ଛୋଟ ମାଛ — (Opheocephalus Lata) A small round-shaped fresh-water fish living in muddy water
- ଦେ. ବି. (ସଂ. ଗଡ଼କ) — [ଦ୍ର—ଏମାନେ ପାଣିରେ ଓ ପଙ୍କରେ ମଧ୍ୟ ରହି ପାରନ୍ତି। ଶେଉଳ (ବଡ଼), ଶେଉଳକଢ଼ା (ମଧ୍ୟଭଳି), ଗଡ଼ିଶା (ଛୋଟ) ଓ ଚେଙ୍ଗ (ଅତି ଛୋଟ), ଏମାନେ ପ୍ରାୟ ଏକ ଜାତିର ମାଛ; ଏମାନଙ୍କର ମୁଣ୍ଡ ଚେପ୍ଟା ଓ ଦେହ ଗୋଲ।]
- ପ୍ରାଦେ. (ଗଞ୍ଜାମ) ବି — ତିରିଶ ପୌଟି ବା ସାତ ଭରଣ ଅଧେ ଶସ୍ୟାଦିର ପରିମାଣ — A measure of corn
- ପ୍ରାଦେ. (ଗଞ୍ଜାମ) ବି — [ଦ୍ର— 1 . ଗଡ଼ଶା=କଟକୀ ଆଠ ସେରିଆ ନଉତିରେ 150 ନଉତି।] — [ଦ୍ର—1. ଗଡ଼ଶା=କଟକୀ ଆଠ ସେରିଆ ନଉତିରେ150ନଉତି]