ଗଡ଼ଜାତିଆ Gaṟḍ̠ajātiā
- ଦେ. ବିଣ — ଗଡ଼ଜାତବାସୀ — Resident of the Gaṟḍ̠ajāts
- ଦେ. ବିଣ — ଗଡ଼ଜାତ ସମ୍ବନ୍ଧୀୟ — Pertaining to the Gaṟḍ̠ajāts
- ଦେ. ବିଣ — ଗଡ଼ଜାତ ପରି ଜଙ୍ଗଲି — Jungly; wild
- ଦେ. ବିଣ — ଓଲ୍ଲୁ (ବ୍ଯକ୍ତି) — Stupid; simpleton
- ଦେ. ବିଣ — [ଦ୍ର—ତୁଳ. ମଫସଲିଆ, ଆଳିଆ, ତଳହଟିଆ।]