ଗଡ଼ତିଆ Gaṟḍ̠atā

  • ପ୍ରାଦେ. (ସମ୍ବଲପୁର) ବି — ଗଡ଼ ରକ୍ଷକ, ଜମିଦାର ଓ ଗଡ଼ନାୟକଙ୍କ ଉପାଧି — The title of the keeper of a castle, of Zamindars and Gaṟḍ̠anāyakas
  • ପ୍ରାଦେ. (ସମ୍ବଲପୁର) ବି — କୁଲତା ଜାତିର ବଂଶୋପାଧିବିଶେଷ — The family-title of 'Kultā' caste