ଗଡ଼ତପଡ଼ତ ହେବା Gaṟḍ̠atapaṟḍ̠ata hebā

  • ଦେ. କ୍ରି. (ସଂ. ଗଡ଼ ଧାତୁ+ପତ ଧାତୁ) — ଭୂମିରେ ଲମ୍ବ ଭାବରେ ଶୋଇବା ବା ଗଡ଼ିବା — To lie or roll on the ground
  • ଦେ. କ୍ରି. (ସଂ. ଗଡ଼ ଧାତୁ+ପତ ଧାତୁ) — ଶୋଇ କରି ଏକାଧିକ ଥର ଅଳସ ମେଣ୍ଟାଇବା ପାଇଁ କଡ଼ ଲେଉଟାଇବା — To turn one's sides on the ground
  • ଦେ. କ୍ରି. (ସଂ. ଗଡ଼ ଧାତୁ+ପତ ଧାତୁ) — (କୌଣସି କାର୍ଯ୍ୟ) ଅସମ୍ପନ୍ନ ହୋଇ ବହୁକାଳ ପଡ଼ିରହିବା — (a work) To be left undone for a long time