ଗଡ଼ଗଡ଼ାଇବା Gaṟḍ̠agaṟḍ̠āibā

  • ଦେ. କ୍ରି. — ଏଣେ ତେଣେ ଗଡ଼ିବା — To rool about
  • ଦେ. କ୍ରି. — ଶଗଡ଼ଚକ ଟାଣୁଆ ସମତଳ ଭୂମିରେ ଗଡ଼ିଯିବା ଭଳି ଶବ୍ଦ କରି ଗଡ଼ି ଯିବା — To roll on the ground with a rattling sound like that of a wheel rolling on a solid surface
  • ଦେ. କ୍ରି. — ଭୂମିରେ ଗଡ଼ପଡ଼ ହେବା; ନିଜ ଶରୀରକୁ ଭୂମିରେ ଲୋଟାଇ ଚକ ପରି ଗଡ଼ିବା; ଭୂମିରେ ଲୋଟିବା — To roll one's body on the ground
  • ଦେ. କ୍ରି. — ବଡ଼ବଡ଼ୁଆ ହୋ! ଆଲୁଏ ଆସ ଅନ୍ଧାରେ ଯାଅ, ବାଇସିପାହାଞ୍ଚରେ ମହାପ୍ରସାଦ ଖାଇ ଗଡ଼ଗଡ଼ାଉ ଥାଅ। ପ୍ରବଚନ।
  • ଦେ. କ୍ରି. — ଅପର୍ଯ୍ୟାପ୍ତ ସଂଖ୍ୟାରେ ଅଯତ୍ନରୂପେ ମିଳିବା ବା ଦେଖା ଯିବା ବା ପଡ଼ି ରହିବା — To be found everywhere; to abound (connothing a great number and neglect.)
  • ଦେ. କ୍ରି. — (ଯଥା—ଆଜିକାଲି ଶହ ଶହ ବି.ଏ. ପାଶ୍ କଲାବାଲା ଦେଶରେ ଗଡ଼ଗଡ଼ାଉ ଅଛନ୍ତି।)
  • ଦେ. କ୍ରି. — ଖାଲି ହାଣ୍ଡି ମାଠିଆ ଭଳି ଇତସ୍ତତଃ ଗଡ଼ିବା — To roll here and there like empty pots