ଗ୍ଳାନି Gḻāni
- ସଂ. ବି. (ଗ୍ଳୈ ଧାତୁ+ଭାବ. ତି) — କ୍ଳାନ୍ତି; ଶ୍ରାନ୍ତି; ଶାରୀରିକ ଶିଥିଳତା — Fatigue
- ସଂ. ବି. (ଗ୍ଳୈ ଧାତୁ+ଭାବ. ତି) — ଅସ୍ୱାସ୍ଥ୍ୟ — Illness; ill health
- ସଂ. ବି. (ଗ୍ଳୈ ଧାତୁ+ଭାବ. ତି) — ହାନି — Loss; injury
- ସଂ. ବି. (ଗ୍ଳୈ ଧାତୁ+ଭାବ. ତି) — ଦୁର୍ବଳତା — Debility; weakness
- ସଂ. ବି. (ଗ୍ଳୈ ଧାତୁ+ଭାବ. ତି) — ନିନ୍ଦା — Slander; reproach
- ସଂ. ବି. (ଗ୍ଳୈ ଧାତୁ+ଭାବ. ତି) — କ୍ଷୟ — Decay; decline
- ସଂ. ବି. (ଗ୍ଳୈ ଧାତୁ+ଭାବ. ତି) — କଳ୍ପିତ ଦୋଷାରୋପ — Imputation of an imaginary defect
- ସଂ. ବି. (ଗ୍ଳୈ ଧାତୁ+ଭାବ. ତି) — ମନରେ ଜାତ ଗଭୀର ଦୁଃଖ; ଖେଦ — Grief; sorrow
- ସଂ. ବି. (ଗ୍ଳୈ ଧାତୁ+ଭାବ. ତି) — ମାନସିକ ଶିଥିଳତା; ଅବସାଦ — Langour; lassitude
- ସଂ. ବି. (ଗ୍ଳୈ ଧାତୁ+ଭାବ. ତି) — ସାହିତ୍ୟରେ ବିଭତ୍ସ ରସର ଏକ ସ୍ଥାୟୀଭାବ — A permanent accompaniment of the sentiment of disgust in literature
- ସଂ. ବି. (ଗ୍ଳୈ ଧାତୁ+ଭାବ. ତି) — [ଦ୍ର—ସାହିତ୍ୟଦର୍ପଣ ମତରେ ଏହା ବ୍ୟଭିଚାରୀ ଭାବର ଅନ୍ତର୍ଗତ। ରତି, ପରିଶ୍ରମ, ମନସ୍ତାପ, କ୍ଷୁଧା, ତୃଷା ଆଦିରୁ ଉତ୍ପନ୍ନ ଦୁର୍ବଳତାହିଁ ଗ୍ଳାନି ଅଟେ। ଏଥିରେ ଶରୀରର କମ୍ପନ ହୁଏ ଓ କାର୍ଯ୍ୟ କରିବାକୁ ଉତ୍ସାହ ହୁଏ ନାହିଁ—ହି. ଶବ୍ଦସାଗର।]