ଗ୍ଳାନି କରିବା Gḻāni karibā

  • ଦେ. କ୍ରି — ନିନ୍ଦା କରିବା — To slander
  • ଦେ. କ୍ରି — ହାନି କରିବା — To cause loss
  • ଦେ. କ୍ରି — ଦୁର୍ବଳ କରିବା — To debilitate
  • ଦେ. କ୍ରି — ଅସୁସ୍ଥ କରିବା — To cause illness; to make ill