ଗ୍ଳପନ Gḻapana
- ସଂ. ବି. (ଗ୍ଳୈ ଧାତୁ+ଣିଚ୍+ଭାବ. ଅନ) — କୁତ୍ସା; ନିନ୍ଦା — Blasphemy; slander
- ସଂ. ବି. (ଗ୍ଳୈ ଧାତୁ+ଣିଚ୍+ଭାବ. ଅନ) — ଶୁଖିଯିବା; ମଉଳିଯିବା — Withering; drying up
- ସଂ. ବିଣ. — (+କର୍ତ୍ତୃ. ଅନ)—ଗ୍ଳାନିକାରକ; ନିନ୍ଦକ — Slandering
- ସଂ. ବିଣ. — ଗ୍ଳାନିଜନକ — Fatiguing
- ସଂ. ବିଣ. — ନିନ୍ଦାଜନକ; ନିନ୍ଦ୍ୟ — Blame-worthy