ଗ୍ଳାନିକର Gḻānikara
- ସଂ. ବିଣ. (ଗ୍ଳାନି+କୃ ଧାତୁ+କର୍ତ୍ତୃ. ଅ) — ହାନିକାରକ — Injurious
- ସଂ. ବିଣ. (ଗ୍ଳାନି+କୃ ଧାତୁ+କର୍ତ୍ତୃ. ଅ) — ନିନ୍ଦାଜନକ — Blame-worthy; blameable
- ସଂ. ବିଣ. (ଗ୍ଳାନି+କୃ ଧାତୁ+କର୍ତ୍ତୃ. ଅ) — ଦୁର୍ବଳତା ଉତ୍ପାଦକ — Debilitating
- ସଂ. ବିଣ. (ଗ୍ଳାନି+କୃ ଧାତୁ+କର୍ତ୍ତୃ. ଅ) — ଶ୍ରାନ୍ତିକର — Causing langour; fatiguing