ଗ୍ରୀଷ୍ମ Grīshma

  • ସଂ. ବି (ଗ୍ରସ୍ ଧାତୁ+କର୍ତ୍ତୃ. ମ, ନିପାତନ) — ଖରାଦିନ; ଗ୍ରୀଷ୍ମଋତୁ — Summer season
  • ସଂ. ବି (ଗ୍ରସ୍ ଧାତୁ+କର୍ତ୍ତୃ. ମ, ନିପାତନ) — (ଅନ୍ଯ ସଂ ନାମ—ନିଦାଘ, ତପନ, ତପ, ଘର୍ମ, ତାପନ, ଉଷ୍ଣକ।)
  • ସଂ. ବି (ଗ୍ରସ୍ ଧାତୁ+କର୍ତ୍ତୃ. ମ, ନିପାତନ) — ଗରମ — Heat; warmth
  • ବିଣ — ଉଷ୍ଣ — Warm; hot