ଗ୍ରୀଷ୍ମଜା Grīshmajā

  • ସଂ. ବି (ଗ୍ରୀଷ୍ମ+ଜନ୍ ଧାତୁ+କର୍ତ୍ତୃ. ଅ+ଆ) — ନବମଲ୍ଲିକା; ନିଆଳି (ଦେଖ) — Niāḻi (See)
  • ସଂ. ବି (ଗ୍ରୀଷ୍ମ+ଜନ୍ ଧାତୁ+କର୍ତ୍ତୃ. ଅ+ଆ) — ଅବନ୍ଧୁରପୃଷ୍ଠ ଆତଫଳ — Smooth-peeled apple