ଗ୍ରୀବା Grībā
- ସଂ. ବି (ଗୃ ଧାତୁ ଭୋଜନ କରିବା+କରଣେ. ବ+ଆ) — ବେକ — Neck
- ସଂ. ବି (ଗୃ ଧାତୁ ଭୋଜନ କରିବା+କରଣେ. ବ+ଆ) — କଣ୍ଠର ପଛଭାଗ — Back part of the neck
- ସଂ. ବି (ଗୃ ଧାତୁ ଭୋଜନ କରିବା+କରଣେ. ବ+ଆ) — [ଦ୍ର—ସମାସରେ ଅନ୍ଯ ଶବ୍ଦ ପରେ ଯୁକ୍ତ ହେଲେ ଏ ଶବ୍ଦ 'ଗ୍ରୀବ' ରୂପରେ ପରିବର୍ତ୍ତିତ ହୁଏ।]