ଗ୍ରୀବ Grība
- ସଂ. ବିଣ. ପୁଂ (ସମାସରେ ଅନ୍ଯ ପଦ ପରେ ଗ୍ରୀବା ଶବ୍ଦ ଯୁକ୍ତ ହୋଇ ଧାରଣ କରିବା ଆକାର) — ଗ୍ରୀବାଯୁକ୍ତ — Having a neck; necked
- ସଂ. ବିଣ. ପୁଂ (ସମାସରେ ଅନ୍ଯ ପଦ ପରେ ଗ୍ରୀବା ଶବ୍ଦ ଯୁକ୍ତ ହୋଇ ଧାରଣ କରିବା ଆକାର) — [ଦ୍ର—ସମାସ ନିୟମରେ 'ଗ୍ରୀବା' ଶବ୍ଦଠାରେ 'ଗ୍ରୀବ' ହୁଏ। ସୁତରାଂ ଏହାର ସ୍ୱତନ୍ତ୍ର ପ୍ରୟୋଗ ନାହିଁ। ଯଥା—ହୟଗ୍ରୀବ; ଉଚ୍ଚ— ଗ୍ରୀବ; ସୁଗ୍ରୀବ।]
- ଦେ. ବି — ଗ୍ରୀବା; ବେକ — Neck
- ଦେ. ବି — ବିଲୋକିଲେ ଶଉରି ସେ ଜନ ନ ଉତୁରି ସୁଗ୍ରୀବ ଗ୍ରୀବ ମୋଡ଼ି ମାରି ସେ—ଭଞ୍ଜ, ବୈଦହୀଶବିଳାସ।