ଗୋନ୍ଦ୍ Gond

  • ଦେ. ବି. (ସଂ. କୁନ୍ଦୁରୁ) — ଏକପ୍ରକାର ବୃକ୍ଷନିର୍ଯ୍ୟାସ ବା ଅଠା — Gum arabic
  • ଦେ. ବି. (ସଂ. କୁନ୍ଦୁରୁ) — [ଦ୍ର—ବବୁର ପ୍ରଭୁତି ଗଛ ଦେହରୁ ଏ ଅଠା ବାହାରେ। ଏହି ସବୁ ବୃକ୍ଷର ନିଯ୍ୟାସ ଶୁଖିଗଲା ପରେ ସେହି ଶୁଖିଲା ନିର୍ଯ୍ୟାସକୁ ପାଣିରେ ବତୁରାଇ ଦେଲେ ମଧ୍ୟ ଅଠା- ହୁଏ। ପାତଳା ଜିନିଷ ଓ କାଗଜଆଦି ଜୋଡ଼ିବାରେ ଏହା ଉପଯୋଗୀ।]